ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଛତିଶଗଡ ସିଏମ
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ଛତିଶଗଡର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁଦେଓ ସାଏଙ୍କ ଓଡ଼ିଶା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ଛତିଶଗଡ଼ ଓ
ସାକ୍ଷାତ


ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ଛତିଶଗଡର ମୁଖ୍ୟମନ୍ତ୍ରୀ

ଶ୍ରୀ ବିଷ୍ଣୁଦେଓ ସାଏଙ୍କ ଓଡ଼ିଶା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ

ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।

ଏହି ଅବସରରେ ଛତିଶଗଡ଼ ଓ

ଓଡ଼ିଶା ମଧ୍ୟରେ ପାରସ୍ପରିକ ସହଯୋଗ, ବିକାଶ ଏବଂ ଜନକଲ୍ୟାଣ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ସାର୍ଥକ

ଆଲୋଚନା ହୋଇଥିଲା।

ଏହି ଅବସରରେ ଛତିଶଗଡ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ମିଳିତ ସଂକଳ୍ପ ହେଉଛି, ଉଭୟ ରାଜ୍ୟ ମଧ୍ୟରେ

ପାରସ୍ପରିକ ସହଯୋଗକୁ ନୂଆ ଗତି ପ୍ରଦାନ କରି ଜନହିତ ଏବଂ ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ

ନିରନ୍ତର ଆଗକୁ ବଢ଼ିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande