ଲୋଇସିଂହା ନିର୍ବାଚନ ମଣ୍ଡଳୀ ପରିବାରର 'ନୂଆଁଖାଇ ଭେଟଘାଟ - ୨୦୨୬ ' କାର୍ଯ୍ୟକ୍ରମର ପ୍ରସ୍ତୁତି ତଦାରଖ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ଓଡ଼ିଶାର ପବିତ୍ର ଗଣପର୍ବ ନୂଆଁଖାଇ ଅବସରରେ ଆଜି ଆୟୋଜିତ ହେବାକୁଥିବା ଲୋଇସିଂହା ନିର୍ବାଚନ ମଣ୍ଡଳୀ ପରିବାରର ''ନୂଆଁଖାଇ ଭେଟଘାଟ - ୨୦୨୬ '' କାର୍ଯ୍ୟକ୍ରମ ପାଇଁ ରୁଗୁଡ଼ିଖାଲ ସ୍ଥିତ ପଡ଼ିଆ ପରିଦର୍ଶନ କରି ସାଜସଜ୍ଜା, ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ସମ
ନୂଆଖାଇ ପ୍ରସ୍ତୁତି


ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ଓଡ଼ିଶାର ପବିତ୍ର ଗଣପର୍ବ ନୂଆଁଖାଇ ଅବସରରେ ଆଜି ଆୟୋଜିତ ହେବାକୁଥିବା ଲୋଇସିଂହା ନିର୍ବାଚନ ମଣ୍ଡଳୀ ପରିବାରର 'ନୂଆଁଖାଇ ଭେଟଘାଟ - ୨୦୨୬ ' କାର୍ଯ୍ୟକ୍ରମ ପାଇଁ ରୁଗୁଡ଼ିଖାଲ ସ୍ଥିତ ପଡ଼ିଆ ପରିଦର୍ଶନ କରି ସାଜସଜ୍ଜା, ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ସମସ୍ତ ପ୍ରସ୍ତୁତିର ତଦାରଖ କରିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ଅବସରରେ ସେ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିବା ସହ ବବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande