ଶାଗୁଆନ କାଠ ଜବତ, ଜଣେ ଗିରଫ
ମାଲକାନଗିରି, ୨୨ ସେପ୍ଟେମ୍ବର (ହି.ସ.)- ଏକ ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ବନାଞ୍ଚଳର ସମସ୍ତ ବନକର୍ମୀ ଏମଭି ୨୪ ଗ୍ରାମର ବିଧାନ ବୈରାଗୀଙ୍କ ଘରେ ସର୍ଚ୍ଚ ୱାରେଣ୍ଟ ନେଇ ତଲାସୀ କରିଥିଲେ । ଏହି ସମୟରେ ଘରୁ ବହୁ ପରିମାଣରେ କାଠ ଜବତ ହୋଇଛି। ୯୬ଟି ଶାଗୁଆନ ପଟା ଏବଂ ଶାଗୁଆନ ସାଇଜ - ୮ଟି ଏବଂ
ଶାଗୁଆନ କାଠ ଜବତ, ଜଣେ ଗିରଫ


ମାଲକାନଗିରି, ୨୨ ସେପ୍ଟେମ୍ବର (ହି.ସ.)- ଏକ ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ବନାଞ୍ଚଳର ସମସ୍ତ ବନକର୍ମୀ ଏମଭି ୨୪ ଗ୍ରାମର ବିଧାନ ବୈରାଗୀଙ୍କ ଘରେ ସର୍ଚ୍ଚ ୱାରେଣ୍ଟ ନେଇ ତଲାସୀ କରିଥିଲେ । ଏହି ସମୟରେ ଘରୁ ବହୁ ପରିମାଣରେ କାଠ ଜବତ ହୋଇଛି। ୯୬ଟି ଶାଗୁଆନ ପଟା ଏବଂ ଶାଗୁଆନ ସାଇଜ - ୮ଟି ଏବଂ ବିଯା ସାଇଜ -୧୨ଟି କାଠ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ରେଞ୍ଜର ରମେଶ ରାଉତ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande