ଷ୍ଟେରିଂଗ ଲକ୍ରୁ ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା, ଚାଳକ ଆହତ
କୋରାଇ, ୨୨ ସେପ୍ଟେମ୍ବର(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ଠାରେ ଆଜି ଏକ ଟ୍ରକର ହଠାତ୍ ଷ୍ଟେରିଂଗ ଲକ ହୋଇଯିବାରୁ ଗାଡିଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଦୁର୍ଘଟଣା ଗ୍ରସ୍ଥ ହେବା ସହ ଚାଳକ ଅଳ୍ପକେ ବର୍ତି ଯାଇଛନ୍ତି । ପ୍ରକାଶଯେ ଭଦ୍ରକରୁ ମାଲ ଖାଲିକ
ଷ୍ଟେରିଂଗ ଲକ୍ରୁ ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା, ଚାଳକ ଆହତ


କୋରାଇ, ୨୨ ସେପ୍ଟେମ୍ବର(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ଠାରେ ଆଜି ଏକ ଟ୍ରକର ହଠାତ୍ ଷ୍ଟେରିଂଗ ଲକ ହୋଇଯିବାରୁ ଗାଡିଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଦୁର୍ଘଟଣା ଗ୍ରସ୍ଥ ହେବା ସହ ଚାଳକ ଅଳ୍ପକେ ବର୍ତି ଯାଇଛନ୍ତି । ପ୍ରକାଶଯେ ଭଦ୍ରକରୁ ମାଲ ଖାଲିକରି ଏକ ଟ୍ରକ ସୁକିନ୍ଦା ଅଭିମୁଖେ ଆସୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ରାଜପଥ ପେଟ୍ରୋଲିଂଗ ପୁଲିସ ଅଧିକାରୀ ଅଶୋକ ବଳ ପହଂଚି ରାଜପଥ ହାଇଡ୍ରା ସାହାଯ୍ୟରେ ଗାଡିଟିକୁ ବାହାର କରିଥିବା ବେଳେ ସୁକିନ୍ଦା ଅଂଚଳର ଚାଳକ ସାମନ୍ୟ ଆହତ ହୋଇଛନ୍ତି ।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande