ଓଡିଶା ଖଣି ନିଗମଆଗରେ ବିଜେଡିର ବିକ୍ଷୋଭ
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ଓଡିଶା ଖଣି ନିଗମ (ଓଏମସି ) ଆଗରେ ବିଜେଡିର ବିକ୍ଷୋଭ। ଏମଏମଡିଆର ଆଇନର ପ୍ରତ୍ୟାହାର ଓ ବିଧାନସଭାର ଆଲୋଚନାକୁ ସରକାର ନଆସିବା ଯାଏଁ ଏହି ଆନ୍ଦୋଳନ ଜାରି ରହିବା ନେଇ ବିଜେଡି ଚେତାବନୀ ଦେଇଛି । ଆଗକୁ ଓଡ଼ିଶାରେ ଖଣି ଅଞ୍ଚଳରେ ଅ
ଓଡିଶା ଖଣି ନିଗମଆଗରେ     ବିଜେଡିର ବିକ୍ଷୋଭ


ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ଓଡିଶା ଖଣି

ନିଗମ (ଓଏମସି ) ଆଗରେ ବିଜେଡିର ବିକ୍ଷୋଭ। ଏମଏମଡିଆର ଆଇନର

ପ୍ରତ୍ୟାହାର ଓ ବିଧାନସଭାର ଆଲୋଚନାକୁ ସରକାର ନଆସିବା ଯାଏଁ ଏହି ଆନ୍ଦୋଳନ ଜାରି ରହିବା ନେଇ

ବିଜେଡି ଚେତାବନୀ ଦେଇଛି । ଆଗକୁ ଓଡ଼ିଶାରେ ଖଣି ଅଞ୍ଚଳରେ ଅର୍ଥନୈତିକ ଅବରୋଧ କରିବ ବୋଲି

ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande