
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ଅସ୍ତିତ୍ୱ
ବଞ୍ଚାଇବାକୁ ବିରୋଧୀ ଚେଷ୍ଟା କରୁଥିବାରୁ ଗୃହ ଚଳାଇ ଦେଉ ନାହାନ୍ତି ବୋଲି କହିଛନ୍ତି ବିଜେପି
ବିଧାୟକ ଇରାଶିଷ ଆଚାର୍ଯ୍ୟ । ଏମଏମଡିଆରପ୍ରସଙ୍ଗରେ ପ୍ରଥମ ଦୁଇ ଦିନ ମୁଲତବି ପ୍ରସ୍ତାବ ଦେଇଥିଲା କଂଗ୍ରେସ ।
ଆଲୋଚନା ପାଇଁ ଗ୍ରହଣ ହୋଇଥିଲା । ହେଲେ ବିରୋଧୀ ଗୃହ ଚଳାଇ ଦେଲେ ନାହିଁ । ଏମଏମଡିଆରଆଇନରେ
ରାଜ୍ୟର କୌଣସି କ୍ଷତି ହେବନି । ଆଲୋଚନା ହେଲେ ସରକାରୀ ଦଳ ଜଣାଇବ ଯେ ପ୍ରଧାନମନ୍ତ୍ରୀଙ୍କ
ନେତୃତ୍ୱରେ ଭାରତ ଚତୁର୍ଥ ସର୍ବବୃହତ ଅର୍ଥନୈତିକ ରାଷ୍ଟ୍ର ହୋଇ ପାରିଛି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା