ଆଇନ ସଚେତନତା ଶିବିର
ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.)ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିରର ଅଧକ୍ଷ ତଥା ଜିଲ୍ଲା ଜଜ ଜ୍ଜ ହିରନମୟ ବିଶୋଇ ଙ୍କ ଅନୁମତି କ୍ରମେ ବି.ଏଡ. ମହା ବିଦ୍ୟାଳୟ. ବଲାଙ୍ଗିରର ଠାରେ ଆଜି ମହିଳାଙ୍କ ଅଧିକାର ଓ ମାନ୍ୟବର ସବୋର୍ଡ
ଆଇନ ସଚେତନତା ଶିବିର


ଆଇନ ସଚେତନତା ଶିବିର


ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.)ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିରର ଅଧକ୍ଷ ତଥା ଜିଲ୍ଲା ଜଜ ଜ୍ଜ ହିରନମୟ ବିଶୋଇ ଙ୍କ ଅନୁମତି କ୍ରମେ ବି.ଏଡ. ମହା ବିଦ୍ୟାଳୟ. ବଲାଙ୍ଗିରର ଠାରେ ଆଜି ମହିଳାଙ୍କ ଅଧିକାର ଓ ମାନ୍ୟବର ସବୋର୍ଡ ନ୍ୟାୟଳୟଙ୍କର ରାୟ Danial Latifi and Anr. Vrs Union of India ହୋଇଯାଇଅଛି । କାର୍ଯ୍ୟକ୍ରମରେ ଫ୍ୟାମିଲି କୋର୍ଟ ବଲାଙ୍ଗୀର ଜଜ୍ ଶ୍ରୀ ପ୍ରିୟବତ ଦାଶ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ, ସିନିୟର ସିଭିଲ ଜର୍ଜ ଏଲ ଆର ଓ ଏଲ ଟିଭି (LR & LTV) ଶ୍ରୀମତୀ କୁନମୁନ ଆଚାଯ୍ୟ, ଅତିରିକ୍ତ ସିନିୟର ସିଭିଲ ଜର୍ଜ, ବଲାଙ୍ଗିର ମିସ ସରମିଷ୍ଠା ସୁଭଦର୍ଶିନୀ ମହାନ୍ତି, ସିନିୟର ସିଭିଲ ଜର୍ଜ କମରସିୟାଲ କୋଟ ବଲାଙ୍ଗିର ଶ୍ରୀମତୀ ବୌଶାଳି ନାୟକ, ସିଭିଲ ଜର୍ଜ (ଜୁନିଅର ଡିଭିଜନ) -କମ- ପିମଜେଜେବି ବଲାଙ୍ଗିର ଶ୍ରୀମତୀ ସାସତୀ ମହାପାତ୍ର, JMFC(LR & LTV) ବଲାଙ୍ଗିର ଶ୍ରୀ ସାଧକ କାରଜୀ, ଗ୍ରାମ ନ୍ୟାୟଧିକାରୀ ବଲାଙ୍ଗିର ଶ୍ରୀ ସିସିର କୁମାର ଭୋଇ, JMFC ବଲାଙ୍ଗିର ମିସ ଅର୍ଘ୍ୟରୂପା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଭକ୍ତ ଶିବିରରେ ଜର୍ଜ ଫ୍ୟାମିଲି କୋର୍ଟ ଶ୍ରୀ ଦାଶ ନାରୀ ମାନଙ୍କର ସୁରକ୍ଷା ଓ ଅଧିକାର ନିମନ୍ତେ ବିଭିନ୍ନ ପ୍ରକାର ଆଇନ ଉପରେ ଆଲୋକପାତ କରିବା ସହିତ ମାନ୍ୟବର ସବୋଚ୍ଚ ନ୍ୟାୟଳୟଙ୍କର Danial Latifi and Anr. Vrs Union of India JMFC ମିସ ମିଶ୍ର ନାରୀମାନଙ୍କର ସାମାଜିକ ସୁରକ୍ଷା ନିମନ୍ତେ ଆଇନ ତଥା ସେମାନଙ୍କର ସମାଜ ପ୍ରତି ଥିବା କତବ୍ୟ ଉପରେ ଗୁରୁତ୍ବାରୋପ କରିଥିଲେ । ସଚିବ ଶ୍ରୀ ପ୍ରଧାନ ନାରୀମାନଙ୍କ ସୁରକ୍ଷାପାଇଁ ସାମ୍ବିଧାନିକ ବିଧିବ୍ୟବସ୍ଥା ଓ ଆଇନ ସେବା ପ୍ରାଧିକରଣର ଭୂମିକା ସହିତ ସୁସ୍ଥ ସମାଜ ଗଠନରେ ସେମାନଙ୍କର ଦାୟିତ୍ବ ଉପରେ ସୂଚନା ଦେଇଥିଲେ । ଅଧକ୍ଷ ବି.ଏଡ. ମହାବିଦ୍ୟାଳୟ ଡକ୍ଟର ମଂକୁଶ୍ରୀ ବାଗ ସାଗତ ଭାଷଣ ଦେଇଥିଲେ । ଏଥିରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକମ କୁ ସଫଳ କରାଇଥିଲେ । ସର୍ବଶେଷରେ ପ୍ରଫେସର ଡକ୍ଟର ସୁଧିର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande