
ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (ଓୟୁଏସଏସଏସସି)ର ଅଧ୍ୟକ୍ଷ ଶ୍ରୀ ରଶ୍ମି ରଞ୍ଜନ ସ୍ୱାଇଁ ଶନିବାର ଲୋକ ଭବନଠାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ କମିଶନ୍ ଏବଂ ଏହାର କାର୍ଯ୍ୟକଳାପ ସମ୍ବନ୍ଧୀୟ ବିଷୟ ଉପରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା