ଆଜି ନିଯୁକ୍ତି ମେଳା, ୪ଟି ବିଭାଗର ମୋଟ ୧୧୦୧ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 26 ସେପ୍ଟେମ୍ବର (ହି.ସ.)- ଆଜି ''ନିଯୁକ୍ତି ମେଳା'' ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୪ଟି ବିଭାଗର ମୋଟ ୧୧୦୧ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୋଟ ୯୦୬ ଜଣ ପ୍ରାର୍ଥୀ ମ
ଆଜି ନିଯୁକ୍ତି ମେଳା, ୪ଟି ବିଭାଗର ମୋଟ ୧୧୦୧ ଜଣ ପ୍ରାର୍ଥୀଙ୍କୁ     ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 26 ସେପ୍ଟେମ୍ବର (ହି.ସ.)- ଆଜି 'ନିଯୁକ୍ତି ମେଳା' ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୪ଟି

ବିଭାଗର ମୋଟ ୧୧୦୧ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏଥିରେ ସ୍ୱାସ୍ଥ୍ୟ ଓ

ପରିବାର କଲ୍ୟାଣ ବିଭାଗର ମୋଟ ୯୦୬ ଜଣ ପ୍ରାର୍ଥୀ ମଧ୍ୟ ନିଯୁକ୍ତି ପାଇବେ। ଏହା ସହ ଶିଶୁ, କିଶୋର ଓ

ଯୁବବର୍ଗଙ୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସମ୍ପର୍କିତ 'ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ' ପୁସ୍ତକ ମଧ୍ୟ

ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande