ଫେବୃୟାରୀ ସୁଦ୍ଧା ନିଯୁକ୍ତି ହେବେ ୧୦ ହଜାର ପୋଲିସ
ଭୁବନେଶ୍ୱର, 26 ସେପ୍ଟେମ୍ବର (ହି.ସ.)- ପୋଲିସ ବିଭାଗରେ ହେବ ନିଯୁକ୍ତି । ଆସନ୍ତା ଫେବୃୟାରୀ ସୁଦ୍ଧା ନିଯୁକ୍ତି ହେବେ ୧୦ ହଜାର ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ବିନୟତୋଷ ମିଶ୍ର । ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ପ୍ରତି ଜିଲ୍ଲାରେ ସାଇବର ଥାନା ଅଛି । ------
ଫେବୃୟାରୀ ସୁଦ୍ଧା ନିଯୁକ୍ତି ହେବେ ୧୦ ହଜାର ପୋଲିସ


ଭୁବନେଶ୍ୱର, 26 ସେପ୍ଟେମ୍ବର (ହି.ସ.)- ପୋଲିସ ବିଭାଗରେ ହେବ ନିଯୁକ୍ତି । ଆସନ୍ତା ଫେବୃୟାରୀ

ସୁଦ୍ଧା ନିଯୁକ୍ତି ହେବେ ୧୦ ହଜାର ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ବିନୟତୋଷ

ମିଶ୍ର । ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ପ୍ରତି ଜିଲ୍ଲାରେ ସାଇବର ଥାନା ଅଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande