ନିଆଳି ପନିର ଅପମିଶ୍ରଣ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ
ଭୁବନେଶ୍ୱର, 26 ସେପ୍ଟେମ୍ବର (ହି.ସ.)- ନିଆଳି ପନିର ଅପମିଶ୍ରଣ ମାମଲାରେ ସରକାର କାର୍ଯ୍ୟାନୁଷ୍ଠାନ ନେଇ କଟକ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି । କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କ ବଦଳି ହୋଇଛି । ହରିୟାଣା ଲ୍ୟାବ୍ରୁ ପନିର୍ ଅପମ
ନିଆଳି ପନିର ଅପମିଶ୍ରଣ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ


ଭୁବନେଶ୍ୱର, 26 ସେପ୍ଟେମ୍ବର (ହି.ସ.)- ନିଆଳି ପନିର ଅପମିଶ୍ରଣ ମାମଲାରେ ସରକାର କାର୍ଯ୍ୟାନୁଷ୍ଠାନ

ନେଇ କଟକ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି । କଟକ ଜିଲ୍ଲା ଖାଦ୍ୟ

ସୁରକ୍ଷା ଅଧିକାରୀ ଅମିତା ଦାସଙ୍କ ବଦଳି ହୋଇଛି । ହରିୟାଣା ଲ୍ୟାବ୍ରୁ ପନିର୍ ଅପମିଶ୍ରଣ

ରିପୋର୍ଟ ଆସିବା ପରେ ଆକ୍ସନ ନେଇଛନ୍ତି ସରକାର । ନିଆଳି ଅଞ୍ଚଳର ଦାୟିତ୍ୱରେ ଥିଲେ ଖାଦ୍ୟ

ସୁରକ୍ଷା ଅଧିକାରୀ ଅମିତା ଦାସ । ଦାୟିତ୍ବରେ ଅବହେଳା ପାଇଁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ସରକାର

।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande