ଆଡ଼ମିଶନ ଫି ବୃଦ୍ଧି ପ୍ରତିବାଦରେ ଆଜି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଧାରଣା
ସମ୍ବଲପୁର, ୦୩ ସେପ୍ଟେମ୍ବର(ହି.ସ.) – ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ବିଏଡ଼୍, ବିଏସ୍ସି ବିଏଡ଼୍ ଓ ବିଏ ବିଏଡ଼ର ଆଡମିଶନ ଫି ବୃଦ୍ଧି ପ୍ରତିବାଦରେ ଆଜି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଧାରଣା ଦେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର
ଆଡମିଶନ ଫି ବୃଦ୍ଧି ପ୍ରତିବାଦରେ ଆଜି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଧାରଣା

ସମ୍ବଲପୁର, ୦୩ ସେପ୍ଟେମ୍ବର(ହି.ସ.) – ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ବିଏଡ଼୍, ବିଏସ୍ସି ବିଏଡ଼୍ ଓ ବିଏ ବିଏଡ଼ର ଆଡମିଶନ ଫି ବୃଦ୍ଧି ପ୍ରତିବାଦରେ ଆଜି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଧାରଣା ଦେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ଶୁଳ୍କ ହ୍ରାସର ସ୍ଲୋଗାନ ଦେଇଥିବାବେଳେ ଏପଟେ ଫି ବୃଦ୍ଧିକୁ ନେଇ ତାତି ଉଠିଛନ୍ତି ଛାତ୍ରଛାତ୍ରୀ। ସେଥିପାଇଁ ଆଜି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଶହଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ପରେ ବୁଝାସୁଝା କରାଯାଇ ଓ ବି ଛାଡ଼ର ନିର୍ଭର ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରି ଥିବା ଦେଖିବାକୁ ମିଳିଥିଲା। ସରକାରଙ୍କ ପକ୍ଷରୁ ଗୋଟିଏ ଢାଂଚାର ଶିକ୍ଷାନୀତି ଘୋଷଣା ପରେ ସଂଶୋଧନ ଆଳରେ ପୁନର୍ବାର ଦୋଷତ୍ରୁଟି ସମ୍ପ୍ରତି ଛାତ୍ର ସମାଜରେ ଏକ ପ୍ରକାରର ଅବିଶ୍ୱାସନୀୟ ବାତାବରଣ ସୃଷ୍ଟି କରୁଛି ବୋଲି ବୁଦ୍ଧିଜୀବୀ ମହଲରୁ ଶୁଣିବାକୁ ମିଳୁଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande