ଦୁର୍ଘଟଣାରେ ଓଲଟିଲା ଡାକମେଡିସିନ ଗାଡି, ଚାଳକ ସୁରକ୍ଷିତ
ଭଦ୍ରକ, ୩ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦିନ ୧୦ଟା ସମୟରେ କଲିକତାରୁ ମେଡିିସିନ ପରିବହନ କରୁଥିବା ଡବ୍ଲୁବି ୦୯ ଡି ୯୪୬୯ ଡାକ ଗାଡିକୁ ଏକ ଅଜଣା ଗାଡି ପଛରୁ ଧକ୍କା ଦେବା ଫଳରେ ମେଡିସିନ ଗାଡି ଓଲଟ
DAKA MEDICINE GADI ACCIDENT


ଭଦ୍ରକ, ୩ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦିନ ୧୦ଟା ସମୟରେ କଲିକତାରୁ ମେଡିିସିନ ପରିବହନ କରୁଥିବା ଡବ୍ଲୁବି ୦୯ ଡି ୯୪୬୯ ଡାକ ଗାଡିକୁ ଏକ ଅଜଣା ଗାଡି ପଛରୁ ଧକ୍କା ଦେବା ଫଳରେ ମେଡିସିନ ଗାଡି ଓଲଟି ପଡିଥିଲା। ଧକ୍କା ଦେଇଥିବା ଯାନ ଫେରାର ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଂଚି ଗାଡିରେ ଥିବା ଚାଳକକୁ ସୁରକ୍ଷିତ ଉଦ୍ଧାର କରିଥିôଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande