
ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.)- ରାଜଧାନୀରେ ସିଭିଲ
ଡ୍ରେସରେ ବୁଲିବ ପୋଲିସ । ପାର୍ବଣର ଆଢୁଆଳରେ
ଯଦି ଲୁଟିବାକୁ ପ୍ରୟାସ କରିବେ କିମ୍ବା ମହିଳାଙ୍କୁ ଅସଦାଚରଣ କରିବେ ମାଡି ବସିବ ସିଭିଲ
ଡ୍ରେସ ପୋଲିସ । ସିସିଟିଭି ସହ ଅନେକ ପୋଲିସ
କର୍ମଚାରୀ ସିଭିଲ ଡ୍ରେସରେ ପୁରା ଭୁବନେଶ୍ୱର ସାରା ମାରିବେ ପଇଂତରା । ଏନେଇ ଭୁବନେଶ୍ୱର
ଡିସିପି ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା