ଓରାଙ୍ଗଉଟାନଙ୍କୁ ସୁହାଉଛି ଜଳବାୟୁ- ଜଙ୍ଗଲ ମନ୍ତ୍ରୀ
ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.)- ଓରାଙ୍ଗଉଟାନଙ୍କୁ ଜଳବାୟୁ ସପୋର୍ଟ କରୁଛି । ସେମାନଙ୍କସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଭିନ୍ନ ବିଶେଷଜ୍ଞ ଡାକ୍ତରୀ ଦଳ ଚ
ଓରାଙ୍ଗଉଟାନଙ୍କୁ ସୁହାଉଛି     ଜଳବାୟୁ- ଜଙ୍ଗଲ ମନ୍ତ୍ରୀ


ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.)- ଓରାଙ୍ଗଉଟାନଙ୍କୁ

ଜଳବାୟୁ ସପୋର୍ଟ କରୁଛି । ସେମାନଙ୍କସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ଏନେଇ ଜଙ୍ଗଲ ଓ ପରିବେଶ

ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଭିନ୍ନ ବିଶେଷଜ୍ଞ

ଡାକ୍ତରୀ ଦଳ ଚେକ୍ଅପ୍ କରୁଛନ୍ତି । ସେମାନଙ୍କଓଜନ ମଧ୍ୟ ବଢ଼ୁଛି । ଆଗାମୀ

ଦିନରେ ଡିଏନଏଟେଷ୍ଟ ପରେ କେଉଁଠୁ ଆସିଛନ୍ତି ଜଣାପାଡ଼ିବ । ଅନ୍ୟପଟେ ଆଜି

ନନ୍ଦନକାନନ ଯାଇ ଅନୁଧ୍ୟାନ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande