କୋଲକାତାରେ ଆୟୋଜନ ହେବ ‘ଜନସେବକଙ୍କ ମହାକୁମ୍ଭ'
ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.) ଅକ୍ଟୋବର ୧୭ ତାରିଖରେ ମୋଦିଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ପାଳନ ହେବ । କୋଲକାତାରେ ଆୟୋଜନ ହେବ ‘ଜନସେବକଙ୍କ ମହାକୁମ୍ଭ । ଏନେଇ ସୂଚନା ଦେଇଚନ୍ତି ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ଦେଶର ୪
କୋଲକାତାରେ ଆୟୋଜନ ହେବ     ‘ଜନସେବକଙ୍କ ମହାକୁମ୍ଭ'


ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.) ଅକ୍ଟୋବର ୧୭ ତାରିଖରେ ମୋଦିଙ୍କ

ଜନସେବାର ୨୫ ବର୍ଷ ପୂର୍ତ୍ତି ପାଳନ ହେବ । କୋଲକାତାରେ ଆୟୋଜନ ହେବ ‘ଜନସେବକଙ୍କ ମହାକୁମ୍ଭ ।

ଏନେଇ ସୂଚନା ଦେଇଚନ୍ତି ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ସେ କହିଛନ୍ତି ଯେ, ଦେଶର ୪

ଜାଗାରେ ଆୟୋଜନ ହେବ, ଓଡ଼ିଶା

ରିଜିଅନ୍ କୋଲକାତାରେ ହେବ । ସରପଞ୍ଚଙ୍କଠୁ ଆରମ୍ଭ କରି ସାଂସଦ ଯାଏଁ ଜନ ପ୍ରତିନିଧି ସାମିଲ ହେବେ।

ଲିଷ୍ଟ ପ୍ରସ୍ତୁତ ପାଇଁ ମନ୍ତ୍ରୀ ରବି ନାଏକ ଓ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ

ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande