ଆଜି ସେବା ପ୍ରଥମ-ନବସୃଜନ ଆହ୍ଵାନ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.)- ଆଜି ସଂଧ୍ୟା ୫ ଘଟିକା ସମୟରେ ସ୍ଥାନୀୟ ଓ-ହବ୍ ଠାରେ ସେବା ପ୍ରଥମ-ନବସୃଜନ ଆହ୍ଵାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଏହା ସହ ବୁଝାମଣାପତ୍ର ସ୍ଵାକ୍ଷର ଏବଂ ୱାନ ଟାଇମ ଇନକ୍ୟୁବେଟର ଗ୍ରାଂଟ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍
ଆଜି ସେବା ପ୍ରଥମ-ନବସୃଜନ     ଆହ୍ଵାନ କାର୍ଯ୍ୟକ୍ରମର ଶୁଭାରମ୍ଭ


ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.)- ଆଜି ସଂଧ୍ୟା ୫

ଘଟିକା ସମୟରେ ସ୍ଥାନୀୟ ଓ-ହବ୍ ଠାରେ ସେବା ପ୍ରଥମ-ନବସୃଜନ ଆହ୍ଵାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ହେବ । ଏହା ସହ ବୁଝାମଣାପତ୍ର ସ୍ଵାକ୍ଷର ଏବଂ ୱାନ ଟାଇମ ଇନକ୍ୟୁବେଟର ଗ୍ରାଂଟ ପ୍ରଦାନ କରାଯିବ

।

ଏହି କାର୍ଯ୍ୟକ୍ରମରେ ଖାଦ୍ୟ

ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର

ପାତ୍ର, ଶିଳ୍ପ, ଦକ୍ଷତା

ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ

ସମ୍ପଦ ଚନ୍ଦ୍ର ସ୍ୱାଇଁ, ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର

ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ମହୋଦୟ ଯୋଗ ଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande