


ବଲାଙ୍ଗି, 04 ସେପ୍ଟେମ୍ବର (ହି.ସ.)
ଅଜି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ରେ ବଲାଙ୍ଗିର ସହର ମଧ୍ୟରେ ଥିବା ହସ୍ପିଟାଲ ନିକଟ ସର୍ବ ପୁରାତନ ରାଧାକୃଷ୍ଣ ମନ୍ଦିର, ତେଲି ଗୋଠ ପଡ଼ା ରାଧାକୃଷ୍ଣ ମନ୍ଦିର, ପ୍ୟାଲେସ ଲାଇନ ରାଧାକୃଷ୍ଣ ମନ୍ଦିର, ରାଜେନ୍ଦ୍ରପଡ଼ା ସମେତ ସମସ୍ତ ରାଧାକୃଷ୍ଣ ମନ୍ଦିର ରାମ ମନ୍ଦିର ଗୁଡ଼ିକ ରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇ ଆଜି ସକାଳୁ ବ୍ରତି ମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଲାଗି ରହିଛି।
ପୁରାତନ ସରକାରୀ ବସଷ୍ଟାଣ୍ଡ ନିକଟ ମାର୍କେଟ ରେ ହନୁମାନ ମନ୍ଦିର ରେ ସିନ୍ଧି ସମାଜ ପାଖ୍ୟରୁ ଜନ୍ମାଷ୍ଟମୀ ଉତ୍ସବ ଯାକ ଜମକ ରେ ପାଳିତ ହୋଇ ଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ