
୨୩ଟି ଅଭେିଯାଗ ପଞ୍ଜୀକୃତ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନେିଦ୍ଦର୍ଶ
ମାଲକାନଗିରି, ୦୭ େସେପ୍ଟମ୍ବର(ହି.ସ.) – କାଲେିମଳା ବ୍ଲକ ପ୍ରଶାସନ ତରଫରୁ ଭୁବନପଲ୍ଲୀ ଗ୍ରାମପଂଚାୟତ ପରିସରେର ଏକ ଅଭେିଯାଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଂଚଳବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ଶିବିରେର ଗୋଷ୍ଠୀ ଉନୟନ୍ନ ଅଧିକାରୀ ପ୍ରଦୀପ କର ଓ ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମୋନ ଉପସ୍ଥିତ ରହି ଅଭେିଯାଗଗୁଡ଼ିକର ଶୁଣାଣୀ କରିଥେôଲ। ଶିବିରେର ମୋଟ ୨୩ ଗୋଟି ଅଭେିଯାଗ ପଞ୍ଜୀକୃତ ହୋଇଥିଲା। ଏଥିମଧ୍ୟେର ତାଣ୍ଡବାଇ ପଂଚାୟତର ବିଭିନ୍ନ ସମସ୍ୟା ଏବଂ ଏମ୍.ଭି-୭୯ ପାକର୍ର ଉନ୍ନତୀକରଣ ନେଇ ଆସିଥିବା ଦାବିପତ୍ର ସାମିଲ ରହିଛି।
ଆସିଥିବା ସମସ୍ତ ଅଭେିଯାଗଗୁଡ଼ିକର ଆଜି ହିଁ କ୍ଷେତ୍ର ପରିଦଶର୍ନ ସାରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଂଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକ, ସିଡିପିଓ ନେିଦ୍ଦର୍ଶ ଦିଆଯାଇଛି। ପ୍ରଗତି ପେଥ ଯୁବ ମାଲକାନଗିରି ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରାଯାଇଛି। ଏପର୍ଯ୍ୟନ୍ତ ଏହାର ଆନୁଷ୍ଠାନିକ ଉଦ୍ଘାଟନ ହୋଇନଥେôଲ ହେଁ, କାର୍ଯ୍ୟର ସମୀକ୍ଷା କରାଯାଇଛି ଏବଂ ବହୁ ଶୀଘ୍ର ଏହାକୁ ଆରମ୍ଭ କରାଯିବ ବୋଲି ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ