ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ଅବସରରେ କେଏମସି ପକ୍ଷରୁ ସାଇକ୍ଲୋଥନ୍ ଆୟୋଜିତ
ଭୁବନେଶ୍ୱର, 07 ସେପ୍ଟେମ୍ବର (ହି.ସ.)- ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ଅବସରରେ ସ୍ୱଚ୍ଛ ବାୟୁ ଏବଂ ସ୍ଥାୟୀ ଯାତାୟାତ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କଟକ ଆଞ୍ଚଳିକ କାର୍ଯ୍ୟାଳୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହଯୋଗରେ କଟକ ମହାନଗର ନିଗମ
ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ     ଅବସରରେ କେଏମସି ପକ୍ଷରୁ ସାଇକ୍ଲୋଥନ୍ ଆୟୋଜିତ


ଭୁବନେଶ୍ୱର, 07 ସେପ୍ଟେମ୍ବର (ହି.ସ.)- ଅନ୍ତର୍ଜାତୀୟ ସ୍ୱଚ୍ଛ

ବାୟୁ ଦିବସ ଅବସରରେ ସ୍ୱଚ୍ଛ ବାୟୁ ଏବଂ ସ୍ଥାୟୀ ଯାତାୟାତ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ

କଟକ ଆଞ୍ଚଳିକ କାର୍ଯ୍ୟାଳୟ, ରାଜ୍ୟ

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହଯୋଗରେ କଟକ ମହାନଗର ନିଗମ (କେଏମସି) ପକ୍ଷରୁ

ଏକ ସାଇକ୍ଲୋଥନ୍ ଆୟୋଜନ କରାଯାଇଥିଲା।

ଏହି ସାଇକ୍ଲୋଥନ୍କୁ କଟକ ମହାନଗର ନିଗମର ମାନ୍ୟବର ମେୟର

ଶ୍ରୀ ସୁବାସ ସିଂହ ଉଦ୍ଘାଟନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande