ଡାକ୍ତରଙ୍କ ଉପରେ ଲାଗିଲା ଅସଦାଚରଣ ଅଭିଯୋଗ, ସ୍ଥାନାନ୍ତରିତ କରିବାବୁ ଦାବି
ଜଲପାଇଗୁଡୀ, ୨୨ ଅକ୍ଟୋବର (ହିସ) - ଦୁଇ ଡାକ୍ତର ଉପରେ ରୋଗୀ ଏବଂ ରୋଗୀଙ୍କ ପରିବାର ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ମଙ୍ଗଳବାର ଦିନ ଡାକ୍ତରଖାନାରୁ ଉଭୟ ଡାକ୍ତରଙ୍କୁ ସ୍ଥାନାନ୍ତର ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ମେଟେଲି ବ୍ଲକର ଚାଲସା ମଙ୍ଗଲବାଡୀ ଗ୍ରାମୀଣ ହସ୍ପିଟାଲରେ ଏହି ଘଟଣ
ଡାକ୍ତରଙ୍କ ଉପରେ ଲାଗିଲା ଅସଦାଚରଣ ଅଭିଯୋଗ, ସ୍ଥାନାନ୍ତରିତ କରିବାବୁ ଦାବି


ଜଲପାଇଗୁଡୀ, ୨୨ ଅକ୍ଟୋବର (ହିସ) - ଦୁଇ ଡାକ୍ତର ଉପରେ ରୋଗୀ ଏବଂ ରୋଗୀଙ୍କ ପରିବାର ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ମଙ୍ଗଳବାର ଦିନ ଡାକ୍ତରଖାନାରୁ ଉଭୟ ଡାକ୍ତରଙ୍କୁ ସ୍ଥାନାନ୍ତର ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ମେଟେଲି ବ୍ଲକର ଚାଲସା ମଙ୍ଗଲବାଡୀ ଗ୍ରାମୀଣ ହସ୍ପିଟାଲରେ ଏହି ଘଟଣା ଘଟିଛି ବୋଲି କୁହାଯାଉଛି । ଉଭୟ ଡାକ୍ତର ଦୀର୍ଘ ଦିନ ଧରି ରୋଗୀ ଏବଂ ରୋଗୀଙ୍କ ପରିବାର ସହ ଅସଦାଚରଣ କରିଥିଲେ। ଏହି ଅଭିଯୋଗକୁ ଭିତି କରି ଅକ୍ଟୋବର ୧୫ ରେ ସ୍ଥାନୀୟ ବାସିନ୍ଦା ମଙ୍ଗଲବାଡି ଗ୍ରାମୀଣ ଡାକ୍ତରଖାନାରେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ବର୍ତମାନ ସେ ଏହି ଦୁଇ ଡାକ୍ତରଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ବିରୋଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମେଟେଲି ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ଅରିନ୍ଦମ ମୈତୀ କହିଛନ୍ତି ଯେ ସ୍ଥାନୀୟ ଲୋକଙ୍କ ଦାବି ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇ ଦିଆଯିବ।

---------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande