ଭୁବନେଶ୍ବର, 21 ନଭେମ୍ବର - ଖଣ୍ଡଗିରି ବାରିସ୍ଥିତ ବିବାଦୀୟ ବୈକୁଣ୍ଠଧାମ୍ ଆଶ୍ରମ
ଶୁକ୍ରବାର ଦିନ ସକାଳେ ଭଙ୍ଗାଯିବ। ଏ ନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ
ଘୋଷଣା କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଜିଏ, ବିଡିଏ ଓ କମିସନରେଟ୍ ପୁଲିସର ମିଳିତ ଉଦ୍ୟମରେ ଏହି
ଆଶ୍ରମକୁ ଭଙ୍ଗାଯିବ। ଏହି ଆଶ୍ରମ ମାଟିରେ ମିଶିବା ପୂର୍ବରୁ ବିଡିଏ କଡ଼ା ନିର୍ଦ୍ଦେଶ ଜାରି
କରିଛି। ଆଶ୍ରମ ଖାଲି କରିବା ପାଇଁ ମାଇକ୍ ମାଧ୍ୟମରେ ଘୋଷଣା କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ