ଆମର ନିରନ୍ତର ରାଜନୈତିକ ପ୍ରୟାସ ଫଳରେ ନିକଟରେ ଭାରତ -ଚୀନ୍ ସମ୍ପର୍କରେ କିଛିଟା ସୁଧାର ଆସିଛି- ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ, ୩ ଡିସେମ୍ବର (ହି.ସ.)- ବୈଦେଶିକ ମନ୍ତ୍ରୀ ଡଃ. ଏସ ଜୟଶଙ୍କର ମଙ୍ଗଳବାର ଲୋକସଭାକୁ ସୂଚନା ଦେଇଛନ୍ତି ଯେ, ଚୀନ୍ ର ଜାରି ରହିଥିବା କାର୍ଯ୍ୟାନୁଷ୍ଠାନରେ ସୀମାବର୍ତୀ ଅଂଚଳରେ ଶାନ୍ତି ଭଙ୍ଗ ହେବା କାରଣରୁ ଭାରତ -ଚୀନ୍ ସମ୍ପର୍କ ୨୦୨୦ ପରେ ସାମାନ୍ୟ ନାହିଁ । ଆମର ନିରନ୍ତର ରାଜନୈତିକ ପ୍ରୟାସ
ଆମର ନିରନ୍ତର ରାଜନୈତିକ ପ୍ରୟାସ ଫଳରେ ନିକଟରେ ଭାରତ -ଚୀନ୍ ସମ୍ପର୍କରେ କିଛିଟା ସୁଧାର ଆସିଛି- ବୈଦେଶିକ ମନ୍ତ୍ରୀ


ନୂଆଦିଲ୍ଲୀ, ୩ ଡିସେମ୍ବର (ହି.ସ.)- ବୈଦେଶିକ ମନ୍ତ୍ରୀ ଡଃ. ଏସ ଜୟଶଙ୍କର ମଙ୍ଗଳବାର ଲୋକସଭାକୁ ସୂଚନା ଦେଇଛନ୍ତି ଯେ, ଚୀନ୍ ର ଜାରି ରହିଥିବା କାର୍ଯ୍ୟାନୁଷ୍ଠାନରେ ସୀମାବର୍ତୀ ଅଂଚଳରେ ଶାନ୍ତି ଭଙ୍ଗ ହେବା କାରଣରୁ ଭାରତ -ଚୀନ୍ ସମ୍ପର୍କ ୨୦୨୦ ପରେ ସାମାନ୍ୟ ନାହିଁ । ଆମର ନିରନ୍ତର ରାଜନୈତିକ ପ୍ରୟାସ ଫଳରେ ନିକଟରେ ଏହି ସମ୍ପର୍କରେ କିଛିଟା ସୁଧାର ଆସିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande