ଇଲେକଟ୍ରିକ୍ ଗାଡି ଓ ବ୍ୟାଟେରୀ ଉଦ୍ୟୋଗରେ ନବାଚାର ନିମନ୍ତେ ଆଇଆଇଟି ସହିତ ହୁଣ୍ଡାଇର ବୁଝାମଣା
ନୂଆଦିଲ୍ଲୀ, ୩ ଡିସେମ୍ବର (ହି.ସ.)- ଇଲେକଟ୍ରିକ୍ ଗାଡି ଓ ବ୍ୟାଟେରୀ ଉଦ୍ୟୋଗରେ ନବାଚାର ନିମନ୍ତେ ଭାରତୀୟ ଉଦ୍ୟୋଗ ସଂସ୍ଥା (ଆଇଆଇଟି) ସହିତ ବୁଝାମଣା ନେଇ ଚୁକ୍ତି କରିଛି ହୁଣ୍ଡାଇ ମୋଟର ଗ୍ରୁପ୍ । ଏହି ତିନି ସଂସ୍ଥା ମଧ୍ୟରେ ଆଇଆଇଟି ଦିଲ୍ଲୀ, ଆଇଆଇଟି ବମ୍ବେ ଏବଂ ଆଇଆଇଟି ମାଡ୍ରାସ ସାମିଲ୍ ଅଛି । ଆ
ଇଲେକଟ୍ରିକ୍ ଗାଡି ଓ ବ୍ୟାଟେରୀ ଉଦ୍ୟୋଗରେ ନବାଚାର ନିମନ୍ତେ ଆଇଆଇଟି ସହିତ ହୁଣ୍ଡାଇର ବୁଝାମଣା


ନୂଆଦିଲ୍ଲୀ, ୩ ଡିସେମ୍ବର (ହି.ସ.)- ଇଲେକଟ୍ରିକ୍ ଗାଡି ଓ ବ୍ୟାଟେରୀ ଉଦ୍ୟୋଗରେ ନବାଚାର ନିମନ୍ତେ ଭାରତୀୟ ଉଦ୍ୟୋଗ ସଂସ୍ଥା (ଆଇଆଇଟି) ସହିତ ବୁଝାମଣା ନେଇ ଚୁକ୍ତି କରିଛି ହୁଣ୍ଡାଇ ମୋଟର ଗ୍ରୁପ୍ । ଏହି ତିନି ସଂସ୍ଥା ମଧ୍ୟରେ ଆଇଆଇଟି ଦିଲ୍ଲୀ, ଆଇଆଇଟି ବମ୍ବେ ଏବଂ ଆଇଆଇଟି ମାଡ୍ରାସ ସାମିଲ୍ ଅଛି ।

ଆଇଆଇଟି ଦିଲ୍ଲୀରେ ମଙ୍ଗଳବାର ଆୟୋଜିତ ଏକ ସମାରୋହରେ ହୁଣ୍ଡାଇ ମୋଟର ଗ୍ରୁପ୍ ର ଅଧିକାରୀମାନେ ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ପ୍ରଫେସର ରଂଗନ ବାନାର୍ଜୀ, ଆଇଆଇଟି ବମ୍ବେ ର ଡିନ୍ (ଅନୁସନ୍ଧାନ ଓ ବିକାଶ) ସଚିନ ସି. ପଟବର୍ଦ୍ଧନ ଏବଂ ଆଇଆଇଟି ମାଡ୍ରାସର ଡିନ୍ ଆଇସିଏସଆର ମନୁ ସଂଥାନମଙ୍କ ଉପସ୍ଥିତିରେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande