ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ
ଭୁବନେଶ୍ୱର/ନୟାଗଡ଼, 19 ଏପ୍ରିଲ - ଦୁଷ୍କର୍ମକାରି ବିଜେଡ଼ି ନେତାଙ୍କୁ ଗିରଫ ଓ ଦୁଷ୍କର୍ମ ପୀଡିତା ମହିଳାଙ୍କୁ ନ୍ୟାୟ
ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ


ଭୁବନେଶ୍ୱର/ନୟାଗଡ଼, 19 ଏପ୍ରିଲ - ଦୁଷ୍କର୍ମକାରି ବିଜେଡ଼ି ନେତାଙ୍କୁ ଗିରଫ ଓ ଦୁଷ୍କର୍ମ ପୀଡିତା ମହିଳାଙ୍କୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ଓଡ଼ଗାଁ ଥାନା ଘେରାଉ ହୋଇଛି l ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱର ସିଂ ନେତୃତ୍ୟରେ ଶତାଧିକ ବିଜେପି କର୍ମୀ ଓଡ଼ଗାଁ ଥାନା ଘେରାଉ କରିଛନ୍ତି । ଦୁଷ୍କର୍ମକାରିଙ୍କୁ ଘଣ୍ଟ ଘୋଡାଇବା ଅଭିଯୋଗରେ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା


 rajesh pande