ନନ୍ଦିନୀ ଦେବୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଗଣିତ ଓ ବିଜ୍ଞାନ କ୍ଲବ ର କର୍ମଶାଳା
ଘଟଗାଁ, ୨୦ ଏପ୍ରିଲ(ହିସ) - ନନ୍ଦିନୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ କାନପୁର ପକ୍ଷ ରୁ ଗଣିତ ଓ ବିଜ୍ଞାନ, କ୍ଲବ ର କର୍ମ
ନନ୍ଦିନୀ ଦେବୀ  ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଗଣିତ ଓ ବିଜ୍ଞାନ, କ୍ଲବ ର  କର୍ମଶାଳା


ଘଟଗାଁ, ୨୦ ଏପ୍ରିଲ(ହିସ) - ନନ୍ଦିନୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ କାନପୁର ପକ୍ଷ ରୁ ଗଣିତ ଓ ବିଜ୍ଞାନ, କ୍ଲବ ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି କ୍ଷ ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶରତ କୁମାର ରାଉତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାବାଜି ଚରଣ ଜେନା ଓ କେଶବ ଚକ୍ର ଯୋଗ ଦେଇ କାର୍ଯର୍୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ

ବିଦ୍ୟାଳୟ ପରିଚାଳନାରେ କମିଟି ସଭାପତି ମହେନ୍ଦ୍ର ଚକ୍ର ସଂଯୋଜନା କରିଥିବା ବେଳେ ଗଣିତ, ବିଜ୍ଞାନ ଓ ଓଲମ୍ପିଆଡରେ କୃତିତ୍ୱ ଅର୍ଜନ କରିଥିବା ଛତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରକୃତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ମୌସୁମୀ ରାଉତ, ଶ୍ରଦ୍ଧାଞ୍ଜଳି ମିଶ୍ର, ତୃପ୍ତି ମୟୀ ରାଉତ, ସୁକନ୍ୟା ପହି ଓ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ଭାନୁ/ସମନ୍ୱୟ


 rajesh pande