ବଲାଙ୍ଗିର ରାମ ଚରିତ ମାନସ ମନ୍ଦିର ମହାଦେବ ମନ୍ଦିରରେ ଗଙ୍ଗା ଜଳାଶାୟୀ
ବଲାଙ୍ଗିର, ୨୭ ଜୁଲାଇ (ହି.ସ.) ସ୍ଥାନୀୟ ରାମ ଚରିତ ମାନସ ମନ୍ଦିର ସ୍ଥିତ ମହାଦେବ ମନ୍ଦିରରେ ଆଜି ଶ୍ରାବଣ ଧାର୍ମିକ ମାସ ଉପଲକ୍ଷେ ଗଙ୍ଗା ଜଳଶାୟୀ ଅନୁଷ୍ଟିତ ହୋଇଥିଲା। ସକାଳ ୧୧ ଘଣ୍ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ପୁରନ ମଲ ଅଗ୍ରୱାଲଙ୍କ ପରିବାର ପଖ୍ୟରୁ ଉତ୍ତରପ
ବଲାଙ୍ଗିର ରାମ ଚରିତ ମାନସ ମନ୍ଦିର ମହାଦେବ ମନ୍ଦିର ରେ ଗଙ୍ଗା ଜଳାସାୟୀ

ବଲାଙ୍ଗିର, ୨୭ ଜୁଲାଇ (ହି.ସ.) ସ୍ଥାନୀୟ ରାମ ଚରିତ ମାନସ ମନ୍ଦିର ସ୍ଥିତ ମହାଦେବ ମନ୍ଦିରରେ ଆଜି ଶ୍ରାବଣ ଧାର୍ମିକ ମାସ ଉପଲକ୍ଷେ ଗଙ୍ଗା ଜଳଶାୟୀ ଅନୁଷ୍ଟିତ ହୋଇଥିଲା। ସକାଳ ୧୧ ଘଣ୍ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ପୁରନ ମଲ ଅଗ୍ରୱାଲଙ୍କ ପରିବାର ପଖ୍ୟରୁ ଉତ୍ତରପ୍ରଦେଶ ଆଲାହାବାଦରୁ ଟେଙ୍କର ଯୋଗେ ଅଣା ଜାଇ ଶ୍ରାବଣ ମାସର ଶିବଙ୍କ ପୁଜା ଉପଲକ୍ଷେ ଏହା କରାଯାଇଥିଲା। ଗତ କିଛବର୍ଷ ହେଲା ନିୟମିତ ପୁରଣ ବାବୁଙ୍କ ପରିବାର ଏହା ଆୟୋଜିତ କରୁଥିବା ବେଳେ ଶ୍ରୀରାମ ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ବେଲନ, ମହିଳା ସମ୍ମିଳନୀ ସଦସ୍ୟ ମାନେ ସହଯୋଗ କରି ଆସୁଛନ୍ତି। ଦିନ ଗୋଟାଏରେ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ନଗର ମଧ୍ୟରେ ଥିବା ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ମନେ କଳସରେ ଗଙ୍ଗା ଜଳ ନେଇ ଧାଡ଼ି ବାନ୍ଧି ଜଳ ଲଗାଇ ପୁଣ୍ୟ ଅର୍ଜନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ / ସ୍ୱାଗତିକା / ସମନ୍ୱୟ

 rajesh pande