ମୁଂବାଇରେ ଆଜିରୁ ନିବେଶକ ସମ୍ମେଳନକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ରାଜ୍ୟକୁ ପୁଂଜିକୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଓଡ଼ିଶା ସରକାରର ଏକ ଉଚ୍ଚ ସ୍ତରୀୟ ଦଳ ଶୁକ୍ରବାର ଓ ଶନିବାର ଦିନ ମୁଂବାଇରେ ଦିନକୁ ଦୁଇ ଦିନୀୟ ନିବେଶକ ସମ୍ମେଳନ ଓ ଏକ ରୋଡ୍ ଶୋ ଆୟୋଜନ କରିବ। ମୁଖ୍ୟମନ୍ତ୍ରୀଙ୍କ ସ
ମୁଂବାଇରେ ଆଜିରୁ ନିବେଶକ ସମ୍ମେଳନକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ରାଜ୍ୟକୁ ପୁଂଜିକୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଓଡ଼ିଶା ସରକାରର ଏକ ଉଚ୍ଚ ସ୍ତରୀୟ ଦଳ ଶୁକ୍ରବାର ଓ ଶନିବାର ଦିନ ମୁଂବାଇରେ ଦିନକୁ ଦୁଇ ଦିନୀୟ ନିବେଶକ ସମ୍ମେଳନ ଓ ଏକ ରୋଡ୍ ଶୋ ଆୟୋଜନ କରିବ।

ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପନ୍ଦ ସ୍ୱାମୀ ଓ ରାଜ୍ୟ ସରକାରର ଉଚ୍ଚ ପଦସ୍ଥ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ରହିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande