ଏପିଜେ ଅବଦୁଲ କାଲାମଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 27 ଜୁଲାଇ (ହି.ସ.) - ଏପିଜେ ଅବଦୁଲ କାଲାମଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି, ଭାରତ ରତ୍ନ ତଥା ମିସାଇଲମ୍ୟ
ଏପିଜେ ଅବଦୁଲ କାଲାମଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 27 ଜୁଲାଇ (ହି.ସ.)

- ଏପିଜେ ଅବଦୁଲ କାଲାମଙ୍କ ସ୍ମୃତିଚାରଣ କରିଛନ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ

ବୈଜ୍ଞାନିକ, ଭାରତର ପୂର୍ବତନ

ରାଷ୍ଟ୍ରପତି, ଭାରତ ରତ୍ନ ତଥା

ମିସାଇଲମ୍ୟାନ୍‌ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ନବମ ପୂଣ୍ୟତିଥିରେ ଗଭୀର

ଶ୍ରଦ୍ଧାଞ୍ଜଳି। ଭାରତର ମହାକାଶ ବିଜ୍ଞାନ କ୍ଷେତ୍ର ପାଇଁ ଡକ୍ଟର ଅବଦୁଲ କଲାମଙ୍କ ଅବଦାନ

ଅତୁଳନୀୟ। ସଂଘର୍ଷରୁ ସଫଳତା ପର୍ଯ୍ଯନ୍ତ ତାଙ୍କ ଜୀବନ କାହାଣୀ ଆମ ସମସ୍ତଙ୍କ ପାଇଁ ଏକ

ପ୍ରେରଣା।

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା / ସମନ୍ୱୟ


 rajesh pande