ଭୁବନେଶ୍ୱର, 10 ଜାନୁଆରି (ହି.ସ.)
- ପ୍ରବାସୀ ଭାରତୀୟ ସମ୍ମିଳନୀରେ ଉଦଯାପାନୀ ଦିବସରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ରାଷ୍ଟ୍ରପତିଙ୍କ ଆଗମନ ଆମକୁ ଗୌରବନ୍ଵିତ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ
ପ୍ରବାସୀଙ୍କ ସୁଖସମୃଦ୍ଧି କାମନା କରିଛନ୍ତି । ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ ଦ୍ୱାରା
ଓଡିଆ ଅସ୍ମିତା ନୂଆ ଉଚ୍ଚତରେ ପହଂଚି ପାରିଛି । ଆଶା କରୁଛି ଓଡିଆ କଳା, ସଂସ୍କୃତି ଏବଂ ପର୍ଯ୍ୟଟନକୁ ବିଦେଶରେ
ପ୍ରବାସୀ ମାନେ ପ୍ରଚାର ପ୍ରସାର କରିବେ ।
ଓଡ଼ିଶାରେ ଆୟୋଜନ ପାଇଁ ପୁଣି ଥରେ ପ୍ରଧାନମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରାଳୟକୁ ଧନ୍ୟବାଦ
ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା