ଭୁବନେଶ୍ୱର, 14 ଜାନୁଆରି (ହି.ସ.)- କୁଲେଇ ଗାଁରେ
ମହାଯଜ୍ଞରେ ଆଇନ ମନ୍ତ୍ରୀଙ୍କ ଯୋଗଦାନ । ଏକ୍ସ ହ୍ୟାଣ୍ଡେଲରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ
ହରିଚନ୍ଦନ ଫଟୋ ସେୟାର କରି କହିଛନ୍ତି ଯେ, ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ କୁଲେଇ
ଗ୍ରାମ ପଂଚାୟତ ଅନ୍ତର୍ଗତ କୁଲେଇ ଗ୍ରାମର ଶ୍ରୀ ଶ୍ରୀ ମହାବୀରଙ୍କ ପୀଠରେ ଆୟୋଜିତ ଅଞ୍ଜନେୟ
ବ୍ରତ ଓ ଚ଼ାଲିଶା ମହାଯଜ୍ଞରେ ଯୋଗ ଦେଇ ପ୍ରଭୁଙ୍କ ଆଶିଷ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ଶୁଭ
ମନାସୀ ଥିଲି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା