ନୂଆଦିଲ୍ଲୀ, 22 ଜାନୁଆରୀ - ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁ କର୍ଣାଟକରେ ସଡକ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।
ରାଷ୍ଟ୍ରପତି ସୋସିଆଲ ମିଡିଆରେ ଲେଖିଛନ୍ତି ଯେ,
କର୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟନାରେ ଜୀବହାନି ହେବାର ଦୁଃଖଦ ଖବର
ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାର ମାନଙ୍କୁ ମୋର ସମବେଦନା ଓ ଆହତମାନଙ୍କ ଆଶୁ
ଆରୋଗ୍ୟ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ