କ୍ରୀଡାମନ୍ତ୍ରୀଙ୍କୁ ଭେଟିଲେ ଅମିତ ଓ ଲିଳିମା
ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ.) - ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁକ୍ରବାର ଦିନ ଏସିଆ କପ ବିଜେତା ଅମିତ ରୋହିଦାସ ଓ ଅଲିମ୍ପିଆନ ଲିଳିମା ମିଞ୍ଜଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏସମ୍ପର୍କରେ ସୂଚନା ଦେଇ କ୍ରୀଡାମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଏସିଆ କପ ବିଜେତା ଅମିତ ରୋହିଦ
କ୍ରୀଡାମନ୍ତ୍ରୀଙ୍କୁ ଭେଟିଲେ ଅମିତ ଓ ଲିଳିମା


ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ.) - ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁକ୍ରବାର ଦିନ ଏସିଆ କପ ବିଜେତା ଅମିତ ରୋହିଦାସ ଓ ଅଲିମ୍ପିଆନ ଲିଳିମା ମିଞ୍ଜଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ଏସମ୍ପର୍କରେ ସୂଚନା ଦେଇ କ୍ରୀଡାମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଏସିଆ କପ ବିଜେତା ଅମିତ ରୋହିଦାସ ଓ ଅଲିମ୍ପିଆନ ଲିଳିମା ମିଞ୍ଜଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ଓଡ଼ିଶାର ଏହି ଦୁଇ ଖେଳାଳି ଦେଶ ପାଇଁ ଅନେକ ସ୍ୱନାମ ଅର୍ଜନ କରିଛନ୍ତି ଏବଂ ଯୁବ କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣା ସାଜିଛନ୍ତି । କ୍ରୀଡ଼ା ତଥା ବ୍ୟକ୍ତିଗତ ଜୀବନର ଭବିଷ୍ୟତ ପାଇଁ ସେମାନଙ୍କୁ ଢ଼େର ଶୁଭେଚ୍ଛା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande