ଛଠ୍ ପୂଜାର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
ନୂଆଦିଲ୍ଲୀ, 25 ଅକ୍ଟୋବର (ହି.ସ.)- ଛଠ୍ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,ନହାୟ-ଖାୟର ପବିତ୍ର ଅନୁଷ୍ଠାନ ସହିତ ଆଜିଠାରୁ ଚାରିଦିନିଆ ମହାପର୍ବ ଛଠର ଶୁଭାରମ୍ଭ ହେଉଛି। ବ
ଛଠ୍ ପୂଜାର ଶୁଭେଚ୍ଛା     ଜଣାଇଲେ ପିଏମ ମୋଦି


ନୂଆଦିଲ୍ଲୀ, 25 ଅକ୍ଟୋବର (ହି.ସ.)- ଛଠ୍ ପୂଜାର

ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,ନହାୟ-ଖାୟର ପବିତ୍ର ଅନୁଷ୍ଠାନ ସହିତ ଆଜିଠାରୁ ଚାରିଦିନିଆ ମହାପର୍ବ

ଛଠର ଶୁଭାରମ୍ଭ ହେଉଛି। ବିହାର ସହିତ ସମଗ୍ର ଦେଶର ଭକ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା।

ସମସ୍ତ ଉପବାସୀଙ୍କୁ ମୋର ନମନ ଓ ବନ୍ଦନ!

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande