ଆକାଶରେ ନୂଆ ଉଚ୍ଚତା ଛୁଁଉଛି ଉତର ପ୍ରଦେଶ, ବିମାନ ଯାତ୍ରୀ ଏବଂ କାର୍ଗୋ ଟ୍ରାଫିକରେ ରେକର୍ଡ଼ ବୃଦ୍ଧି
ଲକ୍ଷେ୍ଣø, ୨୮ ଅକ୍ଟୋବର(ହି.ସ.) – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତର ପ୍ରଦେଶ ଏବେ ନା କେବଳ ସଡ଼କରେ, ପରନ୍ତୁ ଆକାଶରେ ମଧ୍ୟ ବିକାଶର ଉଡ଼ାନ ଭରୁଛି। ରାଜ୍ୟର ବିମାନ ସଂଯୋଗ ଏବଂ ଯାତ୍ରୀ ସଂଖ୍ୟାରେ ତୀବ୍ର ବୃଦ୍ଧି ହେଉଛି, ଯେଉଁଥିପାଇଁ ରାଜ୍ୟ ଏବେ ଭାରତର ଏୟାର ଗ୍ରୋଥ ଷ୍ଟୋରିରେ ଏକ
ଆକାଶରେ ନୂଆ ଉଚ୍ଚତା ଛୁଁଉଛି ଉତର ପ୍ରଦେଶ, ବିମାନ ଯାତ୍ରୀ ଏବଂ କାର୍ଗୋ ଟ୍ରାଫିକରେ ରେକର୍ଡ଼ ବୃଦ୍ଧି


ଲକ୍ଷେ୍ଣø, ୨୮ ଅକ୍ଟୋବର(ହି.ସ.) – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତର ପ୍ରଦେଶ ଏବେ ନା କେବଳ ସଡ଼କରେ, ପରନ୍ତୁ ଆକାଶରେ ମଧ୍ୟ ବିକାଶର ଉଡ଼ାନ ଭରୁଛି। ରାଜ୍ୟର ବିମାନ ସଂଯୋଗ ଏବଂ ଯାତ୍ରୀ ସଂଖ୍ୟାରେ ତୀବ୍ର ବୃଦ୍ଧି ହେଉଛି, ଯେଉଁଥିପାଇଁ ରାଜ୍ୟ ଏବେ ଭାରତର ଏୟାର ଗ୍ରୋଥ ଷ୍ଟୋରିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ଆର୍ôଥକ ବର୍ଷର ପ୍ରଥମ ପାଂଚ ମାସରେ ରାଜ୍ୟରେ ଘରୋଇ ଏୟାର ଯାତ୍ରୀ ଏବଂ ଏୟାର କାର୍ଗେରେ ରେକର୍ଡ଼ ବୃଦ୍ଧି ହୋଇଛି।

ରାଜ୍ୟ ସରକାରଙ୍କ ପ୍ରବକ୍ତା ମଙ୍ଗଳବାର ଦିନ କହିଛନ୍ତି ଯେ ଏହି ଆର୍ôଥକ ବର୍ଷରେ ମାସ ଅପ୍ରେଲରୁ ଅଗଷ୍ଟ ୨୦୨୫ର ଅବଧିରେ ଉତର ପ୍ରଦେଶର ଏୟାର ପୋର୍ଟରେ ଯାତ୍ରୀଙ୍କ ସଂଖ୍ୟା ଗତ ବର୍ଷ ତୁଳନାରେ ୧୪.୬ ପ୍ରତିଶତ ବଢ଼ି ୬୦.୦୨ ଲକ୍ଷ ହୋଇଛି। ଅନ୍ୟପକ୍ଷରେ ଏହି ଅବଧିରେ ଭାରତର ମୋଟ ଏୟାର ଯାତାୟତରେ ରାଜ୍ୟର ଭାଗ ୩.୫୨ ପ୍ରତିଶତ ପର୍ଯ୍ୟନ୍ତ ପହଂଚିଛି, ଯାହା ୨୦୨୪ ତୁଳନାରେ ୩୪ ବେସିସ୍ ପାଉଣ୍ଡ ଅଧିକ ଅଟେ। ଏଥିରୁ ସଫା ଯେ ଏବେ ଦେଶର ସମସ୍ତ ୩୦ରୁ ଏକ ଏୟାର ଯାତ୍ରୀ ଉତର ପ୍ରଦେଶରୁ ଯାତ୍ରା କରୁଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande