
ଗଂଜାମ, 28 ଅକ୍ଟୋବର (ହି.ସ.)
ପିତ୍ତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ମାନସ ରଂଜନ ବିଷୋଇ, ଡାକ୍ତର ଦେବାଶିଷ ଶତପଥୀ ଓ ଡାକ୍ତରଖାନାର ଅନ୍ୟ କର୍ମଚାରୀ ମାନେ ଶିବିରରେ ଯୋଗଦେଇଥିବା 85ଜଣ ରୋଗୀଙ୍କ ଚିକିତ୍ସା କରି ଔଷଧ ବିତରଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ