
ଭୁବନେଶ୍ୱର, 28 ଅକ୍ଟୋବର (ହି.ସ.)
- ଭାଷାବିତ୍
କେଦାରନାଥ ମହାପାତ୍ରଙ୍କ ସ୍ମୃତିଚାରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ବିଦଗ୍ଧ ସାହିତ୍ୟିକ,
ଭାଷାବିତ୍ କେଦାରନାଥ ମହାପାତ୍ରଙ୍କ ଜୟନ୍ତୀରେ
ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି। ସାହିତ୍ୟ, ସଂସ୍କୃତି ଏବଂ ସମାଜ କଲ୍ୟାଣ କ୍ଷେତ୍ରରେ ତାଙ୍କର ଭୂମିକା ଆମ ସମସ୍ତଙ୍କ ପାଇଁ ଏକ
ପ୍ରେରଣାର ଉତ୍ସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା