ଏସଆଇ ନିଯୁକ୍ତି ମାମଲା : ୫ ଦିନିଆ ରିମାଣ୍ଡରେ ଶଙ୍କର ପୃଷ୍ଠି ଓ ଅରବିନ୍ଦ ଦାସ
ଗଞାମ, ୪ ନଭେମ୍ବର (ହି.ସ.)- ଏସଆଇ ନିଯୁକ୍ତି ମାମଲାରେ ଗିରଫ ହୋଇ ଗତକାଲି‌ ବ୍ରହ୍ମପୁର ଜେଲକୁ ଅଣାଯିଵା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଶଙ୍କର ପୃଷ୍ଠି ଓ ଅରବିନ୍ଦ ଦାସଙ୍କୁ ସାତଦିନିଆ‌ ରିମାଣ୍ଡରରେ ନେବାକୁ କୋର୍ଟରେ ଆବେଦନ କରାଯାଇଥିଲା। ତେବେ ଆଜି ଜେଏମଏଫସି ରୁରାଲ କୋର୍ଟ ଆଜି ଠାରୁ ଦୁହିଁଙ୍କୁ ପ
ଏସଆଇ ନିଯୁକ୍ତି ମାମଲା : ୫ ଦିନିଆ ରିମାଣ୍ଡରେ ଶଙ୍କର ପୃଷ୍ଠି ଓ ଅରବିନ୍ଦ ଦାସ


ଗଞାମ, ୪ ନଭେମ୍ବର (ହି.ସ.)- ଏସଆଇ ନିଯୁକ୍ତି ମାମଲାରେ ଗିରଫ ହୋଇ ଗତକାଲି‌ ବ୍ରହ୍ମପୁର ଜେଲକୁ ଅଣାଯିଵା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଶଙ୍କର ପୃଷ୍ଠି ଓ ଅରବିନ୍ଦ ଦାସଙ୍କୁ ସାତଦିନିଆ‌ ରିମାଣ୍ଡରରେ ନେବାକୁ କୋର୍ଟରେ ଆବେଦନ କରାଯାଇଥିଲା। ତେବେ ଆଜି ଜେଏମଏଫସି ରୁରାଲ କୋର୍ଟ ଆଜି ଠାରୁ ଦୁହିଁଙ୍କୁ ପାଞ୍ଚଦିନିଆ‌ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande