ବିଧାୟକସହାୟତା ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି
ଭୁବନେଶ୍ୱର, 17 ଫେବ୍ରୁଆରି (ହି.ସ.)ଚଳିତ ବଜେଟରେ ବିଧାୟକସହାୟତା ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି କରାଯାଇଛି । ଏଥିପାଇଁ ବଜେଟ୍‌ରେ ୭୩୫ କୋଟିର ବ୍ୟବସ୍ଥା କରାଯାଇଛି । ନିର୍ବାଚନ ମଣ୍ଡଳୀ ଭିତ୍ତିକ ଆବଣ୍ଟନ ପାଇଁ ଆଉ ୧୪୨ କୋଟିର ବ୍ୟୟବରାଦ କରାଯାଇଛି । ---------------
ବିଧାୟକସହାୟତା     ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି


ଭୁବନେଶ୍ୱର, 17 ଫେବ୍ରୁଆରି (ହି.ସ.)ଚଳିତ ବଜେଟରେ ବିଧାୟକସହାୟତା ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି କରାଯାଇଛି । ଏଥିପାଇଁ

ବଜେଟ୍‌ରେ ୭୩୫ କୋଟିର ବ୍ୟବସ୍ଥା କରାଯାଇଛି । ନିର୍ବାଚନ ମଣ୍ଡଳୀ ଭିତ୍ତିକ ଆବଣ୍ଟନ ପାଇଁ ଆଉ

୧୪୨ କୋଟିର ବ୍ୟୟବରାଦ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande