ଓଡିଶାର ସମାଜିକ ଆହ୍ୱାନ ଏବଂ ଶାସନ ନୀତି: ବିକାଶ, ସମାନତା ଓ ସ୍ଥାୟୀତ୍ୱ ପାଇଁ ଉପାୟ” ବିଷୟକ ଜାତୀୟ ସଂପାନ ଅନୁଷ୍ଠିତ
ବଲାଙ୍ଗିର, 14 ମାର୍ଚ୍ଚ (ହି.ସ.)ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିରରେ, ରାଜନୀତି ବିଜ୍ଞାନ ବିଭାଗ ଓ ଅର୍ଥନୀତି ବିଭାଗର ମିଳିତ ଆନୁକୂଲ୍ୟରେ “ ଓଡିଶାର ସମାଜିକ ଆହ୍ୱାନ ଏବଂ ଶାସନ ନୀତି: ବିକାଶ, ସମାନତା ଓ ସ୍ଥାୟୀତ୍ୱ ପାଇଁ ଉପାୟ” ବିଷୟକ ଜାତୀୟ ସଂପାନ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇ
*ଓଡିଶାର ସମାଜିକ ଆହ୍ୱାନ ଏବଂ ଶାସନ ନୀତି: ବିକାଶ, ସମାନତା ଓ ସ୍ଥାୟୀତ୍ୱ ପାଇଁ ଉପାୟ” ବିଷୟକ ଜାତୀୟ ସଂପାନ ଅନୁଷ୍ଠିତ*


*ଓଡିଶାର ସମାଜିକ ଆହ୍ୱାନ ଏବଂ ଶାସନ ନୀତି: ବିକାଶ, ସମାନତା ଓ ସ୍ଥାୟୀତ୍ୱ ପାଇଁ ଉପାୟ” ବିଷୟକ ଜାତୀୟ ସଂପାନ ଅନୁଷ୍ଠିତ*


*ଓଡିଶାର ସମାଜିକ ଆହ୍ୱାନ ଏବଂ ଶାସନ ନୀତି: ବିକାଶ, ସମାନତା ଓ ସ୍ଥାୟୀତ୍ୱ ପାଇଁ ଉପାୟ” ବିଷୟକ ଜାତୀୟ ସଂପାନ ଅନୁଷ୍ଠିତ*


ବଲାଙ୍ଗିର, 14 ମାର୍ଚ୍ଚ (ହି.ସ.)ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିରରେ, ରାଜନୀତି ବିଜ୍ଞାନ ବିଭାଗ ଓ ଅର୍ଥନୀତି ବିଭାଗର ମିଳିତ

ଆନୁକୂଲ୍ୟରେ “ ଓଡିଶାର ସମାଜିକ ଆହ୍ୱାନ ଏବଂ ଶାସନ ନୀତି: ବିକାଶ, ସମାନତା ଓ ସ୍ଥାୟୀତ୍ୱ ପାଇଁ ଉପାୟ” ବିଷୟକ ଜାତୀୟ ସଂପାନ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି I ଏହି ସମ୍ପାନର ଉଦଘାଟନୀ ଉତ୍ସବରେ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝା ସଭାପତିତ୍ୱ କରିଥିଲେ। I ମୁଖ୍ୟବକ୍ତା ଭାରତର ବିଶିଷ୍ଟ ରାଜନୀତି ବିଶେଷଜ୍ଞ ପ୍ରଫେସର ବିଜୟ କୁମାର ବହିଦାର,ମୁଖ୍ୟ ଅତିଥି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସମ୍ବଲପୁର ଡ଼ଃ ଉମାଶଙ୍କର ଦାଶ ଯୋଗଦେଇ ଥିଲେ । ସମ୍ପାନର ଆବାହକ ରାଜନୀତି ବିଭାଗୀୟ ମୁଖ୍ୟ ଡ଼ଃ ରାଜେଶ କୁମାର କର୍ଣ୍ଣ ଏବଂ ସହ-ଆବାହିକା ଶ୍ରୀମତୀ ସୁଚେତା ଦୋରା, ସରଧର ମାଝୀ ଏବଂ ଭୁବନେଶ୍ୱର ଛତ୍ରିଆ ସହଯୋଗ କରିଥିବା ବେଳେ ସଂଯୋଜନା କରିିଥିଲେ ଡ଼ଃ

ଅନୁରାଧା ମିଶ୍ର ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ସରଧର ମାଝୀ I ଅର୍ଥନୀତି ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ବିଭୁତି ଭୂଷଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଉକ୍ତ ଜାତୀୟ ସମ୍ପାନର ଦ୍ଵିତୀୟ ଅଧିବେଶନରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ମହା ବିଦ୍ୟାଳୟର ଗବେଷକ ଗବେଷିକା, ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଗଣ ନିଜ ନିଜର ଶୋଧପତ୍ର ପଠନ କରିଥିଲେ । ଅଧିବେଶନ ର ସଭାପତିତ୍ବ କରିଥିଲେ ପ୍ରଫେସର ବିଜୟ କୁମାର ବହିଦାର ଏବଂ ସଭା ସଂଯୋଜନା କରିଥିଲେ ଡ଼ଃ ଅନୁରାଧା ମିଶ୍ର I ସମ୍ପାନର ବୈଷୟିକ କ ଅଧିବେଶନର ଭାରତର ତଥା ଓଡିଶାର ସାମାଜିକ ଆହ୍ୱାନ ଗୁଡିକ ଆଲୋଚନା କରାଯାଇଥିଲା I ଏହି ସମ୍ପାନର ଶେଷରର ଉଦଯାପନୀ ସତ୍ରରେ କେଭି ମହା ବିଦ୍ୟାଳୟ, କଣ୍ଟାବାଞ୍ଜି ର ଅଧ୍ୟକ୍ଷ ଡ଼ଃ ପଦ୍ମଲୋଚନ ବର୍ମା ଯୋଗଦେଇ ଓଡିଶାର ପଶ୍ଚିମାଞ୍ଚଳରର ବିଭିନ୍ନ

ସାମାଜିକ ସମସ୍ୟା ଏବଂ ଶାସନ ନୀତି ବିଷୟରେ ଆଳୋକପାତ କରିଥିଲେ I ଏହି ସମ୍ପାନରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ

ପମାଣପତ୍ରର ବିତରଣ କରାଯାଇଥିଲା । ସଂପାନରେ ୪୭ ଜଣ ଶୋଧ ପ୍ରବନ୍ଧ ପାଠ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଅଧ୍ୟାପିକା ସୁଚେତା ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande