ଭୁବନେଶ୍ୱର, 17 ଫେବ୍ରୁଆରି (ହି.ସ.)ଗ୍ରାମୀଣ ପରିବହନ ଓ ଯୋଗାଯୋଗକୁ ସୁଦୃଢ ଓ ସହଜଲବ୍ଧ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ଏହି ପ୍ରୟାସରେ ରାଜ୍ୟବ୍ୟାପୀ ବସ୍ ସେବାର ସୁଦୃଢୀ କରଣପାଇଁ “ମୁଖ୍ୟମନ୍ତ୍ରୀ ବସ୍ ସେବା” ଯୋଜନାରେ ଏକ ହଜାର 85 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଏକ ଶହ 33ଟି ବସଷ୍ଟାଣ୍ଡର ପ୍ରତିଷ୍ଠା, ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ “ଅଟଳ ବସଷ୍ଟାଣ୍ଡ ଯୋଜନାରେ ଏକ ହଜାର 2 ଶହ 66 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ