ଘରୁ ଚୋରି, ପୋଲିସ ତଦନ୍ତ ଆରମ୍ଭ
ଜୟପୁର , 26 ଫେବ୍ରୁଆରି (ହି.ସ.)ଜୟପୁର ମିଶନ କମ୍ପାଉଣ୍ଡ ରେ ଚୋରି ହୋଇଛି । ସୁନା ରାଣି ହାର ଓ ସାନ ହାର ସହ ୨ଟି ମୋବାଇଲ ଓ ଟଙ୍କା ଚୋରି ହୋଇଛି । ରାତ୍ର ସାଢେ ୩ ଯାଏ ରାତ୍ର ଶୋଇ ନଥିଲୁ । ସଢେ ୩ ଯାଏ ଭ୍ୟାନିଟ ଥିଲା । ୪ ସମୟରେ ଉଠିଲା ବେଳେ ଭ୍ୟାନିଟ ବ୍ୟାଗ ନଥିଲା । ପରିବାର ଲୋକେ ହିଁ ଥିଲେ ବୋଲି
ଘରୁ ଚୋରି, ପୋଲିସ ତଦନ୍ତ ଆରମ୍ଭ


ଜୟପୁର , 26 ଫେବ୍ରୁଆରି (ହି.ସ.)ଜୟପୁର ମିଶନ କମ୍ପାଉଣ୍ଡ ରେ ଚୋରି ହୋଇଛି । ସୁନା ରାଣି ହାର ଓ ସାନ ହାର ସହ ୨ଟି ମୋବାଇଲ ଓ ଟଙ୍କା ଚୋରି ହୋଇଛି । ରାତ୍ର ସାଢେ ୩ ଯାଏ ରାତ୍ର ଶୋଇ ନଥିଲୁ । ସଢେ ୩ ଯାଏ ଭ୍ୟାନିଟ ଥିଲା । ୪ ସମୟରେ ଉଠିଲା ବେଳେ ଭ୍ୟାନିଟ ବ୍ୟାଗ ନଥିଲା । ପରିବାର ଲୋକେ ହିଁ ଥିଲେ ବୋଲି ପରିକଳ୍ପନା ବାଘ ସୁଚନା ଦେଇଛନ୍ତି । ସିମ , ପାନ କାର୍ଡ , ଏଟିଏମ କାର୍ଡ ସବୁ ରହିଛି । ସୁନା ମେଳିଯାଉ । ମୋ ବାପା ଦେଇଥିଲେ । ମୋ ବାପା ର ସୃତି ରହିଛି ବୋଲି ନବରଙ୍ଗପୁରରୁ ଆସିଥିବା ପରିକଳ୍ପନା ବାଘ କହିଛନ୍ତି । କାଲି ଭଉଣିର ବିବାହ ଥିଲା ଯେଥିପାଇ ଆସୁଥିଲୁ । ଝିଅକୁ ବିଦାୟ ଦେଇ ଖୁସିରେ ଶୋଇଥିଲୁ । ଘରେ ପଲି କଳାକନା ବୁଲାଇଛନ୍ତି ଚୋର ।ଜୟପୁର ଟାଉନ ପୋଲିସ ରେ ଅଭିଯୋଗ ହେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande