ଭୁବନେଶ୍ୱର, 01 ଏପ୍ରିଲ (ହି.ସ.) ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶା
ଦିବସରେ ଶୁଭକାମନା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ କହିଛନ୍ତି, ଓଡ଼ିଶା ଦିବସ: ଦିନଟିଏ ସେ ତମାମ ସଂଘର୍ଷମୟ
କାହାଣୀଗୁଡ଼ିକୁ ସ୍ମରଣ କରିବା ପାଇଁ,
ଦିନଟିଏ
ମାତୃଭାଷା ଓ ମାତୃଭୂମିର ଗାଥା ବଖାଣିବା ପାଇଁ,
ଦିନଟିଏ
ଆମ ସ୍ୱାଭିମାନର ନବଜାଗରଣ ପାଇଁ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ଅବଦାନ ରଖିଥିବା
ସେହି ସମସ୍ତ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଉଛି
। ବନ୍ଦେ ଉତ୍କଳ ଜନନୀ ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ