ପାକିସ୍ତାନର ବେଲୁଚିସ୍ତାନର ବରଖାନ ଜିଲ୍ଲାରେ ଭୂକମ୍ପ ଅନୁଭୂତ
ଇସଲମାବାଦ, 1 ଏପ୍ରିଲ୍ (ହି.ସ.)- ପାକିସ୍ତାନର କରାଚୀରେ ଭୂକମ୍ପ ଆସିବାର କିଛି ଘଂଟା ପରେ ଆଜି ସକାଳେ ବେଲୁଚିସ୍ତାନର ବରଖାନ ଜିଲ୍ଲାରେ ବି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନି । ଆମେରିକା ଭୂଗର୍ଭୀୟ ସର୍ବେକ୍ଷଣ ଅନୁସାରେ ରିକ୍ଟର ସ୍କେଲରେ
ପାକିସ୍ତାନର ବେଲୁଚିସ୍ତାନର ବରଖାନ ଜିଲ୍ଲାରେ ଭୂକମ୍ପ ଅନୁଭୂତ


ଇସଲମାବାଦ, 1 ଏପ୍ରିଲ୍ (ହି.ସ.)- ପାକିସ୍ତାନର କରାଚୀରେ ଭୂକମ୍ପ ଆସିବାର କିଛି ଘଂଟା ପରେ ଆଜି ସକାଳେ

ବେଲୁଚିସ୍ତାନର ବରଖାନ ଜିଲ୍ଲାରେ ବି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ତେବେ ଏଥିରେ କୌଣସି

କ୍ଷୟକ୍ଷତି ହୋଇନି । ଆମେରିକା ଭୂଗର୍ଭୀୟ ସର୍ବେକ୍ଷଣ ଅନୁସାରେ ରିକ୍ଟର ସ୍କେଲରେ ଏହାର

ତୀବ୍ରତା 3.9 ରହିଛି ଏବଂ ଏହା 12 କିଲୋମିଟର ଗଭୀରରେ ଥିଲା । ଭୂକମ୍ପର କେନ୍ଦ୍ର ବରଖାନରୁ 59

କିଲୋମିଟର ଉତର-ପଶ୍ଚିମରେ ଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande