ଛତିଶଗଡର ବିଜାପୁରରେ ସକ୍ରିୟ 13 ମାଓବାଦୀ ଗିରଫ
ବିଜାପୁର, 1 ଏପ୍ରିଲ୍ (ହି.ସ.)- ଛତିଶଗଡର ବିଜାପୁରରେ ସୋମବାର ସନ୍ଧ୍ୟାରେ ଭିନ୍ନ ଭିନ୍ନ ଥାନା ଅଂଚଳରୁ 13 ସକ୍ରିୟ ମାଓବାଦୀଙ୍କୁ ସୁରକ୍ଷାବଳର ଯବାନମାନେ ଗିରଫ କରିଛନ୍ତି । ବିଜାପୁର ଜିଲ୍ଲାର ଓସୁର ଥାନା ଅନ୍ତର୍ଗତ ଟେକମେଟଲା ଗାଁ ନିକଟ ଜଙ୍ଗଲରୁ 7 ନକ୍ସଲ ଓ ବାସାପୁଡା ଥାନା ଅ
ଛତିଶଗଡର ବିଜାପୁରରେ ସକ୍ରିୟ 13 ମାଓବାଦୀ ଗିରଫ


ବିଜାପୁର, 1 ଏପ୍ରିଲ୍ (ହି.ସ.)- ଛତିଶଗଡର ବିଜାପୁରରେ ସୋମବାର ସନ୍ଧ୍ୟାରେ ଭିନ୍ନ ଭିନ୍ନ ଥାନା ଅଂଚଳରୁ 13

ସକ୍ରିୟ ମାଓବାଦୀଙ୍କୁ ସୁରକ୍ଷାବଳର ଯବାନମାନେ ଗିରଫ କରିଛନ୍ତି । ବିଜାପୁର ଜିଲ୍ଲାର ଓସୁର

ଥାନା ଅନ୍ତର୍ଗତ ଟେକମେଟଲା ଗାଁ ନିକଟ ଜଙ୍ଗଲରୁ 7 ନକ୍ସଲ ଓ ବାସାପୁଡା ଥାନା ଅଂଚଳରୁ 6

ନକ୍ସଲଙ୍କୁ ଗିରଫ କରାଯାଇଛି । ଗିରଫ ନକ୍ସଲମାନେ 2022 ମସିହାରେ ଆଇଇଡି ବ୍ଲାଷ୍ଟ ଘଟଣାରେ

ସାମିଲ ଥିଲେ । ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande