12 Apr 2025, 18:16 HRS IST

ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱଛତା ଅଭିଯାନ
ଭଦ୍ରକ, ୭ ଅପ୍ରେଲ (ହି.ସ.) - ଓଡ଼ିଆ ପକ୍ଷ ପାଳନ ଅବସର ରେ ଐତିହ୍ୟ ସ୍ଥଳୀ ଓ ଦେବସ୍ଥଳୀ ସ୍ୱଚ୍ଛତା ଅଭିଯାନ ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମହକୁମାରେ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି। ପ୍ରଥମେ ଦକ୍ଷିଣେଶ୍ୱର କାଳୀ ମନ୍ଦିର, ଗାନ୍ଧୀ ପଡ଼ିଆ, ଲୋକନାଥ ମନ୍ଦିର ଓ ଶେଷ ରେ
ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱଛତା ଅଭିଯାନ


ଭଦ୍ରକ, ୭ ଅପ୍ରେଲ (ହି.ସ.) - ଓଡ଼ିଆ ପକ୍ଷ ପାଳନ ଅବସର ରେ ଐତିହ୍ୟ ସ୍ଥଳୀ ଓ ଦେବସ୍ଥଳୀ ସ୍ୱଚ୍ଛତା ଅଭିଯାନ ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମହକୁମାରେ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି। ପ୍ରଥମେ ଦକ୍ଷିଣେଶ୍ୱର କାଳୀ ମନ୍ଦିର, ଗାନ୍ଧୀ ପଡ଼ିଆ, ଲୋକନାଥ ମନ୍ଦିର ଓ ଶେଷ ରେ ବଙ୍କ ବକ୍ଷସୁଳୀ ମନ୍ଦିର ରେ ଏହି ସ୍ୱଛତା ଅଭିଯାନ ସମ।ପିତ ହୋଇଛି।

ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ଡେପୁଟି କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ତ୍ତିକ ମଣ୍ଡଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପାଲିକା ତାପସ ସାମଲ ଏବଂ ବାହୁ ବୁଦ୍ଧିଜୀବୀ ଓ କର୍ମଚାରୀ ମାନେ ଏହି ଅଭିଯାନରେ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande