ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ କୃଷ୍ଣ ଶ୍ରୀପାଦ
ଭୁବନେଶ୍ୱର, 12 ମେ (ହି.ସ.) - ଜଷ୍ଟିସ ଦୀକ୍ଷିତ କୃଷ୍ଣ ଶ୍ରୀପାଦ ସୋମବାର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ଅନୁଷ୍ଠାନ କଟକ ସ୍ଥିତ ଉଚ୍ଚ ନ୍ୟାୟାଳୟ ପରିସରରେ ଆୟୋଜିତ ହୋଇଥିଲା। ତାଙ୍କ ପଦଭାର ଗ୍ରହଣ ସହିତ ଓଡ଼ିଶା ହାଇକୋର୍ଟରେ ମୋଟ
ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ କୃଷ୍ଣ ଶ୍ରୀପାଦ


ଭୁବନେଶ୍ୱର, 12 ମେ (ହି.ସ.)

- ଜଷ୍ଟିସ ଦୀକ୍ଷିତ କୃଷ୍ଣ ଶ୍ରୀପାଦ ସୋମବାର ଓଡ଼ିଶା ହାଇକୋର୍ଟର ବିଚାରପତି

ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ଅନୁଷ୍ଠାନ କଟକ ସ୍ଥିତ ଉଚ୍ଚ ନ୍ୟାୟାଳୟ ପରିସରରେ

ଆୟୋଜିତ ହୋଇଥିଲା। ତାଙ୍କ ପଦଭାର ଗ୍ରହଣ ସହିତ ଓଡ଼ିଶା ହାଇକୋର୍ଟରେ ମୋଟ ନ୍ୟାୟାଧୀଶଙ୍କ

ସଂଖ୍ୟା ବଢ଼ି ୧୯ ହୋଇଯାଇଛି।

ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ସକାଳ 10ଟା ବେଳେ ବିଚାରପତି

ଶ୍ରୀପାଦଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ଅନ୍ୟ ବିଚାରପତି, ବରିଷ୍ଠ ସକିଲ ଓ କୋର୍ଟର

ଅଧିକାରୀଗଣ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande