ଚାରଭାଟି ନିକଟ 'ହେରିଟେଜ୍ ଲାଇଟ୍‌' ଉଦ୍‌ଘାଟିତ
ସମ୍ବଲପୁର, ୦୧, ଜୁନ୍ (ହି.ସ.) - ଆଜି ସନ୍ଧ୍ୟାରେ ସହରର ସୌନ୍ଦର୍ଯ୍ୟ ବୃଦ୍ଧି, ଐତିହ୍ୟ ସଂରକ୍ଷଣ ଓ ସାଧାରଣ ଲୋକଙ୍କ ପାଇଁ ମନୋରଞ୍ଜନ ମୟ ପରିବେଶ ତିଆରି ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ ଚାରଭାଟି ଛକ ଠାରେହେରିଟେଜ୍ ଲାଇଟ୍‌, ଲକ୍ଷ୍ମୀ ଟକିଜ୍ ଛକ ଠାରେ ଡିଏମ୍ ଏକ୍ସ୍ ଲାଇଟିଂ, ଗୋ
ଚାରଭାଟି ନିକଟ 'ହେରିଟେଜ୍ ଲାଇଟ୍‌' ଉଦ୍‌ଘାଟିତ


ସମ୍ବଲପୁର, ୦୧, ଜୁନ୍ (ହି.ସ.) - ଆଜି ସନ୍ଧ୍ୟାରେ ସହରର ସୌନ୍ଦର୍ଯ୍ୟ ବୃଦ୍ଧି, ଐତିହ୍ୟ ସଂରକ୍ଷଣ ଓ ସାଧାରଣ ଲୋକଙ୍କ ପାଇଁ ମନୋରଞ୍ଜନ ମୟ ପରିବେଶ ତିଆରି ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ ଚାରଭାଟି ଛକ ଠାରେହେରିଟେଜ୍ ଲାଇଟ୍‌, ଲକ୍ଷ୍ମୀ ଟକିଜ୍ ଛକ ଠାରେ ଡିଏମ୍ ଏକ୍ସ୍ ଲାଇଟିଂ, ଗୋଲବଜାର ଛକ ଠାରେ ଶକ୍ତି ଚକ ଓ ନେଲସନ୍ ମାଣ୍ଡେଲା ଛକ ଠାରେ ଟ୍ୟୁଲିପ୍ ଲାଇଟ୍‌, ଜିଏସ୍‌ଏସ୍ ପାର୍କ ଭିତରେ ଜିମ୍ ଏବଂ ପାର୍କ ପୁନର୍ବିକାଶ କାର୍ଯ୍ୟ, ରାସ୍ତାରେ ଆଲୋକ ସଜ୍ଜା ଆଦି ର ଉଦ୍ଘାଟନ କରିଛନ୍ତି । ଏହି ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପ୍ରାୟ ୫ କୋଟି ଟଙ୍କା ବ୍ୟୟ ବରାଦରେ କରାଯାଇଥିବା କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande