ଭୁବନେଶ୍ୱର, 14 ଜୁନ୍ (ହି.ସ.)- ବିମାନ ଟେକ ଅଫ ବେଳେ କାଳ ସାଜିପାରେ ଉଚ୍ଚ ଅଟ୍ଟାଳିକା କିମ୍ବା ଲମ୍ବା ଗଛ ।
କ୍ରାସ କରି ପାରେ ପ୍ଲେନ । ଭୁବନେଶ୍ୱର ବିମାନ ବନ୍ଦର ରନଓ୍ୱେ ନିକଟରେ ରହିଛି ଲମ୍ବା ଗଛ । ବିମାନକୁ ସୁରକ୍ଷିତ
ରଖିବା ପାଇଁ ଏୟାରପୋର୍ଟ ଚାରିଆଡେ ସର୍ଭେ କରୁଛି ବିମାନ ବନ୍ଦରର ସ୍ୱତନ୍ତ୍ର ଟିମ । ଗତ ମାସରେ
ବସିଥିବା ଏୟାରଫିଲ୍ଡ ଏନଭାର୍ନମେଂଟମ୍ୟାନେଜମେଣ୍ଟ
କମିଟି ବୈଠକରେ ଏହା କମିଟି ଅଧ୍ୟକ୍ଷ ତଥା ବିଏମସିକମିଶନରଙ୍କ
ଅବଗତ କରାଯାଇଛି । ଶୀଘ୍ର ଏଗୁଡିକ ଉଛେଦ ନେଇ ଆଶାବାଦୀ ଥିବା କହିଛନ୍ତି ବିମାନ ବନ୍ଦର
କର୍ତ୍ତୃପକ୍ଷ ପ୍ରସନ୍ନ ପ୍ରଧାନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା