ନବରଙ୍ଗପୁରରେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତିକୁ ନେଇ ପ୍ରେସମିଟ୍
ଭୁବନେଶ୍ୱର, 14 ଜୁନ୍ (ହି.ସ.)- ଆଜି ନବରଙ୍ଗପୁରରେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତିକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରଭାରୀ ମନ୍ତ୍ରୀ ଶ୍ରୀ ବିଭୂତି ଜେନାଙ୍କ ଉପସ୍ଥିତିରେ ସରକାର ହାସଲ କରିଥିବା ଉପଲବ୍ଧିର ରିପୋର୍ଟ ଦେଇ
ନବରଙ୍ଗପୁରରେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତିକୁ     ନେଇ ପ୍ରେସମିଟ୍


ଭୁବନେଶ୍ୱର, 14 ଜୁନ୍ (ହି.ସ.)- ଆଜି ନବରଙ୍ଗପୁରରେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ଏକ

ବର୍ଷ ପୂର୍ତ୍ତିକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରଭାରୀ ମନ୍ତ୍ରୀ ଶ୍ରୀ ବିଭୂତି

ଜେନାଙ୍କ ଉପସ୍ଥିତିରେ ସରକାର ହାସଲ କରିଥିବା ଉପଲବ୍ଧିର ରିପୋର୍ଟ ଦେଇଥିବା ମନ୍ତ୍ରୀ

ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ,୧୧ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦେଶର ସ୍ଥିତିକୁ

ମଜବୁତ୍ କରିପାରିଥିବା ବେଳେ ଅର୍ଥନୈତିକ , ସାମରିକ କ୍ଷେତ୍ରରେ ଦେଶକୁ ଆଗକୁ

ନେଇପାରିଛନ୍ତି। ଦାରିଦ୍ର୍ୟ ହାର ଦେଶରେ ନିମ୍ନଗାମୀ ହୋଇଛି। ଅନେକ ଯୋଜନାରେ ଲୋକ ଲାଭବାନ

ହୋଇଛନ୍ତି। ସେହିଭଳି ଏକ ବର୍ଷରେ ଅନେକ ଉପଲବ୍ଧି ହାସଲ କରିଛି ଆମ ସରକାର। ନିର୍ବାଚନ

ଇସ୍ତାହାରରେ ଦେଇଥିବା ପ୍ରତ୍ୟେକଟି କଥାକୁ ଆମେ ପୁରା କରିଛୁ। ଲୋକଙ୍କ ହୃଦୟ ଜିତି ପାରିଛୁ।

ଏହି ଭଳି ଭାବରେ ଆମ କାର୍ଯ୍ୟକାରିତା ଗୁଡିକୁ ସାମ୍ବାଦିକ ସମ୍ମିଳନୀରେ ହିସାବ ଦେଇଛୁ।

ଗଣମାଧ୍ୟମ ମାଧ୍ଯମରେ ଏ ସବୁ ଯୋଜନା ଓ ସୁବିଧା ଲୋକଙ୍କ ପାଖରେ ପହଞ୍ଚି ପାରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande